Jump to content

ମେଲାମୁହାଁ

ଉଇକିଅଭିଧାନ‌ରୁ

ମେଲାମୁହାଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ମେଲାମୁହୀଁ—ସ୍ତ୍ରୀ) 

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯାହାର ମୁହଁ ମେଲା ହୋଇଥାଏ; ଉନ୍ମୁକ୍ତ— ମୁଖ (ବୋତଲ, ନଳ ପ୍ରଭୃତି) —୧. Open-mouthed.
୨. (ପୁଂ) ଯେ ଚୁପ୍ ହୋଇ ରହି ପାରେ ନାହିଁ; ଗପଡ଼ି —୨. One who cannot sit quiet; talkative; garrulous.