ମେଲା ଘର
ଦେଖଣା
ମେଲା ଘର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମେଲା ଘର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କାନ୍ଥ ନ ଥିବା ଘର —୧. A house without walls.
- ୨. ଦ୍ୱାର ବନ୍ଦ ହୋଇ ନ ଥିବା ଘର —୨. Unlocked house.
- ୩. ବଡ଼ ଲମ୍ୱା ଘର, ଯାହାର ମଝିରେ କାନ୍ଥ ନ ଥାଏ; ହଲ୍; ହାଲ୍ କାମଡ଼ା —୩. A hall.
- ୪. ଯେଉଁ ଘରର ଗୋଟିଏ ପାଖେ କାନ୍ଥ ଥାଏ ଓ ଅନ୍ୟ ୩ ପାଖେ କାନ୍ଥ ନ ଥାଏ —୪. A house with ୩ sides open.