ମେଳକ ପଡ଼ିବା
ଦେଖଣା
ମେଳକ ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ମେଳକ ଶୁଝିବା, ମେଳକ ହେବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ମେଳକ ପଡ଼ିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବର କନ୍ୟାଙ୍କ ଜାତକ ଗଣନାରେ ଦୁଇ ଜଣଙ୍କର ଗ୍ରହ ନକ୍ଷତ୍ରାଦି ବିବାହ ପକ୍ଷରେ ଅନୁକୂଳ ଥିବାର ଦେଖାଯିବା —The tallying or agreement between the astrological data of the proposed which are found to be favourable for a union between the two.