Jump to content

ମେଳମାଳ

ଉଇକିଅଭିଧାନ‌ରୁ

ମେଳମାଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବିବାଦ ପରେ ସୌହାର୍ଦ୍ଦ୍ୟ ସ୍ଥାପନ —୧. Reconciliation after a quarrel.
୨. ବିବାଦର ଆପୋସି ମୀମାଂସା —୨. Amicable settlement of a dispute.
୩. ପରସ୍ପର ମନର ମେଳ —୩. Mutual agreement; concord.