Jump to content

ମେଳାପ

ଉଇକିଅଭିଧାନ‌ରୁ

ମେଳାପ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମେଳାପକ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମିଳ୍ ଧାତୁ)

[ସମ୍ପାଦନା]
୧. ମିଲାପ; ସୌହାଦ୍ୟ; ମେଳ —୧. Intimacy; friendship.
୨. ମିଳା— ମିଶା —୨. Mixing together.
୩. ମନର ମିଳନ —୩. Agreement; concord.
୪. ସଦା— ଳାପ —୪. Friendly talk; exchange of felicitations.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗୋଷ୍ଠୀ; ସମୂହ; ଜନତା; ବହୁଲୋକଙ୍କ ଏକତ୍ର ସମାଗମ — Crowd; assembly.