ମେଳାପୀ
(ମେଳାପିଆ—ଅନ୍ୟରୂପ)
ମିଶାଣିଆ (ଲୋକ); ଯେ ଅନ୍ୟମାନଙ୍କ ସଙ୍ଗେ ସଦାଳାପ କରିବା ନିମନ୍ତେ ସଦା ପ୍ରସ୍ତୁତ —Sociable; ready to mix and talk with others in society; affable.