Jump to content

ମେଳା ମଉଛବ

ଉଇକିଅଭିଧାନ‌ରୁ

ମେଳା ମଉଛବ

ଉଚ୍ଚାରଣ

[ସମ୍ପାଦନା]

ମେଳା ମଉଛ, ମେଳା ମଉଜ, ମେଳା ମଜଲି(ଲ)ସି, ମେଳା ମଦଲି(ଲ)ସ(ସି)—ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଏକାର୍ଥକ ସହଚର; ସଂସ୍କୃତ - ମେଳ+ ମହୋତ୍ସବ)

[ସମ୍ପାଦନା]
୧. ପ୍ରୀତିଭୋଜୀ — ୧. Picnic.
୨. ବହୁ ବନ୍ଧୁଙ୍କ ସହିତ ମିଳନ ଓ ମଉଜ —୨. Feast and amusements in the company of friends.