Jump to content

ମେଳି

ଉଇକିଅଭିଧାନ‌ରୁ

ମେଳି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମିଳ୍ ଧାତୁ)

[ସମ୍ପାଦନା]
୧. କୁମନ୍ତ୍ରଣା; ଚକ୍ରାନ୍ତ —୧. A plot; conspiracy.
୨. ଷଡ଼ଯନ୍ତ୍ରପୂର୍ବକ ରାଜା ବା ପ୍ରଭୁଙ୍କ ବିରୁଦ୍ଧରେ ଦଳଗଠନ; ବିଦ୍ରୋହ —୨. Mutiny conspiracy against the king or master.
୩. ହଟ୍ଟଗୋଳ; ଗୋଳମାଳ; ଆହବ; କୋଳାହଳ — ୩. Confusion; noise, broil; uproar.
୪. ଲୋକ— ଗହଳି; ଜନତା —୪. An immense crowd.

[ଉ— ଊର୍ଦ୍ଧ୍ୱେ ବିହାୟସେ ତାରକାର ବେଶେ ସୁର କି କରନ୍ତି ମେଳି ନନ୍ଦିକିଶୋର. ଶର୍ମିଷ୍ଠା]