Jump to content

ମେଳିଆ

ଉଇକିଅଭିଧାନ‌ରୁ

ମେଳିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ମେଳେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଷଡ଼ଯନ୍ତ୍ରକାରୀ; ବିଦ୍ରୋହୀ — ୧. Plotting; revolutionary; mutinous; conspiring.
୨. ଯେ ବହୁଲୋକଙ୍କୁ ମତାଇ ବିଦ୍ରୋହୀ କରିପାରେ —୨. Fomenting a mutiny.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଷଡ଼ଯନ୍ତ୍ରକାରୀ ବ୍ୟକ୍ତି — Conspirator.

ପ୍ରାଦେଶିକ - (ବୌଦ) ବିଶେଷ୍ୟ -

[ସମ୍ପାଦନା]

ଖେଳବିଶେଷ — An outdoor game.