ମେଳେ
ସଙ୍ଗରେ; ସହିତ; ସାଥିରେ — In the company of; with.
(ଉ—ସେ ହଂସୁଟି ସେକ୍ଷଣି ହଂସଙ୍କର ମେଳେ ବାହାରିଲା ବିବର୍ଭ ପୁରେ ପକ୍ଷ ବଳେ କୃଷ୍ଣସିଂହ. ମହାଭାରତ. ବନ)