Jump to content

ମେଳେଚ୍ଛା

ଉଇକିଅଭିଧାନ‌ରୁ

ମେଳେଚ୍ଛା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ମେଳେଛି(ଚ୍ଛି)ଆ—ଅନ୍ୟରୂପ]

[ମେଳେଛା(ଚ୍ଛୀ)—ସ୍ତ୍ରୀ] 

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ମ୍ଳେଚ୍ଛ)

[ସମ୍ପାଦନା]
୧. ମ୍ଲେଚ୍ଛ (ଦେଖ) - ୧. Mḻchchha (See)
୨. ଅସ୍ପୃଶ୍ୟ — ୨. Untouchable.
୩. ମ୍ଳେଚ୍ଛ ପରି ଅପରିଷ୍କୃତ — ୩. Unclean like untouchable.
୪. ମଳିଆ —୪. Dirty.
୫. କୁରୂପ; କଦାକାର —୫. Ugly.
୬. ଅତି କୃପଣ — ୬. Very miserly.