ମେଳେଛ
ଦେଖଣା
ମେଳେଛ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ମେଳେଛି(ଚ୍ଛି)ଆ—ଅନ୍ୟରୂପ]
[ମେଳେଛୀ(ଚ୍ଛୀ)—ସ୍ତ୍ରୀ]
ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ମ୍ଳେଚ୍ଛ)
[ସମ୍ପାଦନା]- ୧. ମ୍ଳେଚ୍ଛ (ଦେଖ) - ୧. Mḻechchha (See)
- ୨. ଅସ୍ପୃଶ୍ୟ — ୨. Untouchable.
- ୩. ମ୍ଳେଚ୍ଛ ପରି ଅପରିଷ୍କୃତ — ୩. Unclean like untouchable.
- ୪. ମଳିଆ —୪. Dirty.
- ୫. କୁରୂପ; କଦାକାର —୫. Ugly.
- ୬. ଅତି କୃପଣ — ୬. Very miserly.