Jump to content

ମେଳ କରିବା

ଉଇକିଅଭିଧାନ‌ରୁ

ମେଳ କରିବା

ଉଚ୍ଚାରଣ

[ସମ୍ପାଦନା]

(ମେଳ କରାଇବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମିଳାଇବା; ମେଳାଇବା; ଦୁଇ ଜଣଙ୍କୁ ମିଳିତ କରାଇବା —୧. TO bring about a meeting, union or interview between two persons.
୨. ଦୁଇ ଜଣଙ୍କର ବିବାହ ସୌହାର୍ଦ୍ଦ୍ୟ ସ୍ଥାପନ କରିବା —୨. To bring about reconciliation between two opposing parties.
୩. ମିଶାଇବା; ମିଶ୍ରିତ କରିବା —୩. To mix up; to mix together.
୪. ମିଳିତହେବା; ମିଶିବା — ୪. To be associated with.

[ଉ—ଶୁଣି ତରିବ ଭବ ଜଳ, ସାଧୁ ସଙ୍ଗତେ କର ମେଳ ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ]