Jump to content

ମେଶୋପଟମିୟାଁ

ଉଇକିଅଭିଧାନ‌ରୁ

ମେଶୋପଟମିୟାଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଆସିଆଟିକ୍ ତୁରସ୍କର ପ୍ରଦେଶ ବିଶେଷ —Mesopotamia; a province of Asiatic Turkey.

[ଦ୍ରଷ୍ଟବ୍ୟ —ମେସୋପୋଟାମିୟାଁ ଇଉପ୍ରେଟିସ୍ ଓ ଟାଇଗ୍ରୀସ୍ ନଦୀ ମଧ୍ୟରେ ଅବସ୍ଥିତ ପ୍ରାଚୀନକାଳରେ ଏହିଠାରେ ପ୍ରସିଦ୍ଧ ବାବିଲନ୍ ରାଜଧାନୀ ଥିଲା ବିଗତ ଇଉରୋପୀୟ ମହାଯୁଦ୍ଧ(୧୯୧୪: -୨)ରେ ଏଠାରେ ଇଂରାଜମାନେ ତୁରସ୍କସଙ୍ଗେ ଯୁଦ୍ଧ କରିଥିଲେ ଏହା ବର୍ତ୍ତମାନ ଇଂରେଜ ଅଧିକୃତ ବସରା (Basara)ନଗର ଇଂରେଜ ଅଧିକୃତ ମେସୋପୋଟାମିୟାଁର ଦ୍ୱାର ଅଟେ ପାରସ୍ୟ ଉପସାଗର ଦେଇ ବସରା ବାଟେ ମେସୋପୋଟାମିୟାଁକୁ ଯିବାକୁ ହୁଏ]