ମେଶୋପୋଟାମିୟାଁ
ଦେଖଣା
ମେଶୋପୋଟାମିୟାଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମେଶୋପୋଟାମିୟାଁ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଆସିଆଟିକ୍ ତୁରସ୍କର ପ୍ରଦେଶ ବିଶେଷ —Mesopotamia; a province of Asiiatic Turkey.
[ଦ୍ରଷ୍ଟବ୍ୟ —ମେସୋପୋଟାମିୟାଁ ଇଉପ୍ରେଟିସ୍ ଓ ଟାଇଗ୍ରୀସ୍ ନଦୀ ମଧ୍ୟରେ ଅବସ୍ଥିତ ପ୍ରାଚୀନକାଳରେ ଏହିଠାରେ ପ୍ରସିଦ୍ଧ ବାବିଲନ୍ ରାଜଧାନୀ ଥିଲା ବିଗତ ଇଉରୋପୀୟ ମହାଯୁଦ୍ଧ(୧୯୧୪: —୨)ରେ ଏଠାରେ ଇଂରାଜମାନେ ତୁରସ୍କସଙ୍ଗେ ଯୁଦ୍ଧ କରିଥିଲେ ଏହା ବର୍ତ୍ତମାନ ଇଂରେଜ
ଅଧିକୃତ ବସରା (Basara) ନଗର ଇଂରେଜ ଅଧିକୃତ ମେସୋପୋଟାମିୟାଁର ଦ୍ୱାର ଅଟେ ପାରସ୍ୟ ଉପସାଗର ଦେଇ ବସରା ବାଟେ ମେସୋପୋଟାମିୟାଁକୁ ଯିବାକୁ ହୁଏ]