Jump to content

ମେଷିକା

ଉଇକିଅଭିଧାନ‌ରୁ

ମେଷିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମେଷୀ+କ+ଆ)

[ସମ୍ପାଦନା]
୧. ମାଈମେଣ୍ଢା; ମେଣ୍ଢୀ — ୧. Ewe.
୨. ମୁତ୍ରରୋଗ ବିଶେଷ — ୨. An urinary disease.
୩. ମୁତ୍ର, ପ୍ରସାବ — ୩. Urine.