ମେଷ ବଲ୍ଲୀ
ଦେଖଣା
ମେଷ ବଲ୍ଲୀ
ଉଚ୍ଚାରଣ
[ସମ୍ପାଦନା](ସଂ—ନନ୍ଦୀବୃକ୍ଷ, ଚକ୍ଷୁଃ, ଚକ୍ଷୂର୍ବହଳ, ବହଳଚକ୍ଷୂଃ, ମେତ୍ରଶୃଙ୍ଗୀ,)
ଗୃହଦ୍ରୁମା, ଅଜଶୃଙ୍ଗୀ
ଅନୁବାଦ
[ସମ୍ପାଦନା]ମେଷ ବଲ୍ଲୀ
|
(ମେଷ ବିଷାଣିକାସ ମେଷ ଶୃଙ୍ଗୀ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର କଣ୍ଟକୀ ଲତା ଓ ଏହାର ଫଳ; ମେଣ୍ଢା ଶିଙ୍ଘା —A creeper; convolvulus Argentecus; Cymnemea Sylvestre; Ascelepias Geminata.