Jump to content

ମେହଗେନି

ଉଇକିଅଭିଧାନ‌ରୁ

ମେହଗେନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ଇଂ ମେହଗନି)

[ସମ୍ପାଦନା]
୧. ସାଗୁଆନ ପରି ଏକ ପ୍ରକାର କାଠ —୧. Swietenia Mahagoni; mahogony.

[ଦ୍ରଷ୍ଟବ୍ୟ —ଏହା ନିମ୍ୱାଦି ବର୍ଗର ବୃହତ୍ ତରୁ ଏହି ଗଛ ଆମେରିକାରେ ଜନ୍ମେ; ଆଜି କାଲି ଏ ଦେଶରେ ସ୍ଥାନେ ସ୍ଥାନେ ଲଗା ଯାଉଥିବା ମେହଗାନି କାଠ ରକ୍ତ ପୀତ ବର୍ଣ୍ଣ, କୋମଳ ଓ ସୁନ୍ଦର

୨. ଆଉ ଏକ ଜାତିର ସାଗୁଆନ କାଠ —୨. Swietenia Macrophylla.

[ଦ୍ରଷ୍ଟବ୍ୟ —ଏହି ଗଛ ଛୋଟ; ମାତ୍ର ଏହାର ପତ୍ର ବଡ଼ ଏ ଦେଶରେ ଏଥିରୁ ଫୁଲ ଧରେ]