ମେହତର
ଦେଖଣା
ମେହତର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ମେହେଁ (ହେ)ତର—ଅନ୍ୟରୂପ]
ମେହଁ(ହେଁ)ତ୍ରାଣୀ, ମେହ(ହେଁ)ତରାଣୀ, ମେହ(ହେ)ନ୍ତ୍ରଣୀସ୍ତ୍ରୀ
ବୈଦେଶିକ - ବିଶେଷ୍ୟ - ପୁଂ—(ଫା, ମେହରତ୍=ପରାମାଣିକ; ଜାତିରେ ସର୍ଦାର; ତୁଳ. ସଂସ୍କୃତ - ମହତ୍ତର)
[ସମ୍ପାଦନା]ହାଡ଼ି; ମଳ ପରିଷ୍କକାରକ ଅସ୍ପୃଶ୍ୟ ଜାତିବିଶେଷ; ଚଣ୍ଡାଳ —The caste of sweepers and removers of nightsoil.
[ଦ୍ରଷ୍ଟବ୍ୟ —ବର୍ତ୍ତମାନ ଭାରତର ପଶ୍ଚିମ ସୀମାନ୍ତବର୍ତ୍ତୀ ଚିତ୍ରାଲ ଅଞ୍ଚଳର ଦେଶୀୟ ରାଜାଙ୍କ ଉପାଧି ମେହ୍ତର୍ ଆରବୀ ମେହ୍ତର୍ ଶବ୍ଦର ଅର୍ଥ ନୀଚ ବ୍ୟକ୍ତି କିନ୍ତୁ ଏ ନୀଚ କର୍ମ— କାରୀ ହାଡ଼କୁ ଚାଟୂକ୍ତି ବା ଶୁଭବାଚନ (euphemism)ରେ 'ମେହେନ୍ତର' ବୋଲି ପ୍ରଥମ ଡକା ହେଲା ତୁଳନା କର —ଓଡ଼ିଆରବୀ - ମାହାର=ହାଡ଼ି; ମାହାରାଣୀ= ହାଡ଼ିଆଣୀ]