ମେହନ
ଦେଖଣା
ମେହନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ମିହ୍ ଧାତୁ=ସଚେନ କରିବା+କର୍ମ. ଅନ)
[ସମ୍ପାଦନା]- ୧. ମୁତ୍ର —୧. Urine.
- ୨. (+କର୍ତ୍ତୃ. ଅନ ଶଶ୍ୱ; ପୁରୁଷର ଜନନେନ୍ଦ୍ରିୟ —୨. Penis; male organ of generation; Membrum virile.
- ୩. (+ଭାବ. ଅନ) ମୂତ୍ରୋତ୍ସର୍ଗ —୩. Urination; pissing.
- ୪. ମୃଷ୍କକ ବୃକ୍ଷ; ଘଣ୍ଟାପାଟଳୀ ବୃକ୍ଷ — ୪. A wild tree; Schrebra Swieteniodes.