Jump to content

ମେହନ୍ତ୍

ଉଇକିଅଭିଧାନ‌ରୁ

ମେହନ୍ତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ମେହନ୍ତ—ଅନ୍ୟରୂପ)

ବୈଦେଶିକ - ବି—(ଆ, ମେହନତ)

[ସମ୍ପାଦନା]

ମିହନ୍ତ; ପରିଶ୍ରମ —Labour; toil.

[ଉ—ସେ ପିଲାଲୋକ, ଏତେ ମେହେନତ ଉଠାଇ ପାରିବି ନାହିଁ ଫକୀରମୋହନ ଛମାଣ. ଆଠଗୁଣ]