ମେହେଦି
ଦେଖଣା
ମେହେଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ମେନ୍ଦିକା, ମେନ୍ଧୀ)
[ସମ୍ପାଦନା]ମଞ୍ଜୁଆତି; ହେନା Alcanet; Henna; Lawsonia Alba
(ସଂସ୍କୃତ - ନାମ—ମେନ୍ଧୀ, ମେନ୍ଦୀକା, ନୀଖଭଞ୍ଜ, କୋକଦନ୍ତା)
Tylophora Asthamatica.
[ଦ୍ରଷ୍ଟବ୍ୟ —ଧାତକ୍ୟାଦି ବର୍ଗର କ୍ଷୂପ; ଶାଖା କଣ୍ଟକମୟ ବୋଲି ଲୋକ ଏହି ଗଛକୁ ଲଗାଇ ବାଡ଼ ବୁଲନ୍ତି ଏହାର ଫୁଲ ଚତୁର୍ବଳ ଏହା ଗଛ ବେଲୁଚିସ୍ଥାନ ଜଙ୍ଗଲରେ ଓ ଭାରତରେ ପାଳିତ ହୋଇ ଲଗାଯାଏ ଏଥିର ମଞ୍ଜରୀରେ ଧଳା ଫୁଲ ଧରେ ଫୁଲର ଗନ୍ଧ ମଧୂର ଫଳ ଗୋଲମରିଚ ପରି କେଣ୍ଡା ଫଳେ ଏହାର ପତ୍ରକୁ ବାଟି କରତଳରେ ଓ ନଖରେ ଲଗାଇ କିଛି ସମୟ ପରେ ପୋଛି ଦେଲେ ସେ ସ୍ଥାନ ନାଲି ହୁଏ ଏହି ଗଛର ପତ୍ରକୁ ବାଟି ମୁସଲମାନ୍ ସ୍ତ୍ରୀ ପୁରୁଷମାନେ ହାତ, ନଖ, ପାଦ ଓ ଦାଢ଼କୁ ଖଦିରବର୍ଣ୍ଣରେ ରଙ୍ଗନ୍ତି]