Jump to content

ମେହେରାବି

ଉଇକିଅଭିଧାନ‌ରୁ

ମେହେରାବି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମେହରାବ)

[ସମ୍ପାଦନା]
୧. ତୋରଣ — ୧. Gate

[ଉ— ଉଭାବହୁ ସ୍ୱର୍ଣ୍ଣସ୍ତମ୍ଭ ହୋଇ ଧାଡ଼ି ଧା଼ଡ଼ି, ଧରି ରତ୍ନ ମେହେରୀବୀଚୟ ଚିନ୍ତାମଣି ବିକ୍ରମାଦିତ୍ୟ]

୨. ତୋରଣ ଉପରେ ବୁଲିବା ଖିଲାଣ —୨. An arch over a gate way.
୩. ଖିଲାଣ —୩. Arch.
୪. ଗୋଲାକାର ଶିଖର —୪. Arched top.

[ଉ— ମେହେରାବି—ବିକ୍ର ଆକାଶେ ତୋଳିଛି ମହିଷପଟା ରାଧାନାଥ ଉଷା]