ମେହେର୍
ଦେଖଣା
ମେହେର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମେହେରବାନ୍ଗୀ—ଅନ୍ୟରୂପ)
ବୈଦେଶିକ - ବି—(ଫା, ମେହେର)
[ସମ୍ପାଦନା]- ୧. ବନ୍ଧୁତ୍ୱ — ୧. Friendship.
- ୨. ଅନୁଗ୍ରହ — ୨. Favour.
- ୩. ସୌହାର୍କ୍ୟ ୩. Intimacy.
- ୪. ମନର ମେଳ —୪. Concord; mental agreement.
ପ୍ରାଦେଶିକ - (ସମ୍ୱଲପୁର)—ବିଶେଷ୍ୟ -
[ସମ୍ପାଦନା]ଭୂଲିଆମାନଙ୍କର ବଂଶୋପାଧିବିଶେ — A family-title of weavers,