Jump to content

ମେହେର୍ବାନି

ଉଇକିଅଭିଧାନ‌ରୁ

ମେହେର୍ବାନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମେହେର୍ବାନଗୀ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମେହେରବାନ୍ଗୀ)

[ସମ୍ପାଦନା]
୧. ଦୟାଳୁତା; ଦୟା —୧. Kindness.
୨. ଅନୁଗ୍ରହ —୨. Grace; favour.

[ଉ —ରୋଜଗାର ବିଷୟରେ ମେହେରବାନି କରି ପଚାରିଲେ ଫକୀରମହନ— ଛମାଣଆଠଗୁଣ୍ଠ]

୩. ବନ୍ଧୂତା; ସୌହାର୍ଦ୍ଦ୍ୟ — ୩. Friendship.