ମେହେର କବି
ଦେଖଣା
ମେହେର କବି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସମ୍ୱଲପୁର ପ୍ରସିଦ୍ଧ ଓଡ଼ିଆ କବି ଗଙ୍ଗାଧର ମେହେର —The late gangadhar Meher, late Oriya poet.
[ଦ୍ରଷ୍ଟବ୍ୟ —ମେହେର କବି ପ୍ରଣୟ ବଲ୍ଲରୀ, ଇନ୍ଦୂମତୀ, କବିତାକଲ୍ଲୋଳ, ତପସ୍ୱିନୀ, ଉତ୍କଳଲକ୍ଷ୍ମୀ, ଅର୍ଘସ୍ଥାଳି, ଭାରତୀଭାବନା, ମହିମା, ଅହଲ୍ୟ— ସ୍ୱବ, କୀଚକବଧ କାବ୍ୟ ଓ କବିମାନେ ରଚନା କରି ଓଡ଼ିଆ ସାହିତ୍ୟରେ ଅମର କୀର୍ତ୍ତି ରଖି ଯାଇଅଛନ୍ତି ଓ ତାଙ୍କ ନାମରେ ସମ୍ୱଲପୁରର ଉଦ୍ୟମୀ ସାହିତ୍ୟକମାନେ ସମ୍ୱଲ— ପୁରରେ ୧୯୩: ସାଲରୁ ଗଙ୍ଗାଧର ସାହିତ୍ୟ ପରିଷଦ ପ୍ରତିଷ୍ଠା କରିଅଛନ୍ତି]