ମୈତ୍ର
ଦେଖଣା
ମୈତ୍ର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ମିତ୍ର+ଅ)
[ସମ୍ପାଦନା]ମିତ୍ର ସମ୍ୱନ୍ଧୀୟ —Friendly.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସୌହାର୍ଦ୍ଦ୍ୟ; ମିତ୍ରତା —୧. Friendship
- ୨. ସଂସର୍ଗ —୨. Association; inter course.
- ୩. ଅନୁରାଧା ନକ୍ଷତ୍ର —୩. The Seventeenth lunar mansion.
- ୪. ମଳ ତ୍ୟାଗ —୪. Voiding excrement.
- ୫. ବ୍ରାହ୍ମଣ —୫. A Brahman.
- ୬. ମିତ୍ର —୬. A friend.
- ୭. ପାୟୁ; ମଳଦ୍ୱାରା; ଗୃହ୍ୟ ଦେଶ —୭. The anus.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଙ୍ଗୀୟ ବାରେନ୍ଦ୍ର ଶ୍ରେଣୀର ବ୍ରାହ୍ମଣଙ୍କ ବଂଶୋପାଧି ବିଶେଷ — A family title amongst the Bengalee Brahmans of Bārendra class.