ମୈତ୍ରାବରୁଣି
ଦେଖଣା
ମୈତ୍ରାବରୁଣି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମିତ୍ରବରୁଣ+ଅପତ୍ୟାର୍ଥେ ଅ; ଇ)
[ସମ୍ପାଦନା]- ୧. ଅଗସ୍ତ୍ୟ ଋଷି —୧. Sage Ages tya.
- ୨. ବିଶିଷ୍ଟ ଋଷି —୨. Sage Baṡishṭha
[ଦ୍ରଷ୍ଟବ୍ୟ — କଥିତ ଅଛି ଯେ ଉର୍ବଶୀଙ୍କ ରୂପରେ ମୋହିତ ମିତ୍ର ବରୁଣ ଦେବଜ୍ୱୟଙ୍କ ବୀର୍ଯ୍ୟ ସ୍ପଳିତ ହୋଇ ଏକ ସ୍ଥାନରେ ପଡ଼ିଲା ଓ ତହିଁରୁ ଅଗସ୍ୟ୍ତ ଓ ବିଶିଷ୍ଠ ଋଷିଦ୍ୱୟ ଜାତ ହେଲେ— ହିନ୍ଦୀ - ଶ]