Jump to content

ମୈତ୍ରୀ

ଉଇକିଅଭିଧାନ‌ରୁ

ମୈତ୍ରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମିତ୍ର+ଭାବ. ଅ+ସ୍ତ୍ରୀ .ଈ)

[ସମ୍ପାଦନା]
୧. ମିତ୍ରତା; ବନ୍ଧୁତା — ୧. Friendship
୨. ସହୋଯୋଗ; ସଂସର୍ଗ — ୨. Association; co-operation.
୩. ସହବାସ — ୩. Familiarity; cohabitation.