Jump to content

ମୈତ୍ରେୟ

ଉଇକିଅଭିଧାନ‌ରୁ

ମୈତ୍ରେୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ମିତ୍ର+ସମ୍ୱନ୍ଧାର୍ଥେ ଏୟ)

[ସମ୍ପାଦନା]

ମିତ୍ର ସଂବନ୍ଧୀୟ —Relating to a friend.

ବିଶେଷ୍ୟ - (ମିତ୍ର +ଅପତ୍ୟାର୍ଥେ ଏୟ)

[ସମ୍ପାଦନା]
୧. ଋଷି ବିଶେଷ; ବିଷ୍ଣୁ ପୁରାଣର ଶ୍ରୋତା — ୧. Name of a sage who was the hearer of Bishṇu pūrāṇa

[ଦ୍ରଷ୍ଟବ୍ୟ — ଭାଗବତ ଅନୁସାରେ ଏ ପରାଶରଙ୍କ ଶିଷ୍ୟ ଥିଲେ—ହିନ୍ଦୀ - ଶ]

୨. ବୁଦ୍ଧଦେବ — ୨. The Buddha.

[ଦ୍ରଷ୍ଟବ୍ୟ — ଏ ବୁଦ୍ଧଦେବ ଭବିଷ୍ୟତରେ ଅବତୀର୍ଣ୍ଣ ହେବେ—ହିନ୍ଦୀ - ଶ]

୩. ସଙ୍କର ଜାତି ବିଶେଷ — ୩. Name of a mixed caste.

[ଦ୍ରଷ୍ଟବ୍ୟ —ଏହି ସଙ୍କର ଜାତି ବୈଦେହ ପୁରୁଷ ଔରସରେ ଆୟୋଗବ ଜାତୀୟା ସ୍ତ୍ରୀ ଗର୍ଭରେ ଜାତ ଏମାନେ ଲୋକଙ୍କୁ ଦିନ ରାତିର ସମୟ ବିଜ୍ଞାପନ କରୁଥିଲେ]

୪. କୋଣାର୍କସ୍ଥ ପବିତ୍ର ବନ — ୪. A sacred forest at Koṇārka.
୫. ସୂର୍ଯ୍ୟ (ହିନ୍ଦୀ - ଶ) —୫. The Sun.