Jump to content

ମୈଥିଳ

ଉଇକିଅଭିଧାନ‌ରୁ

ମୈଥିଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମିଥିଳା+ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]
୧. ମିଥିଲା ଦେଶ ସମ୍ୱନ୍ଧୀୟ —୧. Relating to the
(ମୈଥଳୀ—ସ୍ତ୍ରୀ) 

country Mithilā

୨. ମିଥିଲା ଦେଶବାସୀ —୨. Inhabiting Mithilā.

ବିଶେଷ୍ୟ -

[ସମ୍ପାଦନା]
୧. ମିଥିଳାର ରାଜା —୧. The king of Mithilā
୨. ରାଜା ଜନକ —୨. King j̄anaka
୩. ମିଥିଲା ଦେଶବାସୀ ବ୍ୟକ୍ତି —୩. An inhabitant of Mithilā