ମୈଥିଳୀ
ଦେଖଣା
ମୈଥିଳୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମିଥିଳା+ଅପତ୍ୟାର୍ଥେ. ଅ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଜନକଦୁହିତା ସୀତା —୧. Sītā the daugher of Janaka king of Mithiḻā
- ୨. ବିହାରୀ ଭାଷାର ପ୍ରାଦେଶିକ ବୁଝା —୨. A dialect of the Beheri language.
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ମୈଥିଳର ସ୍ତ୍ରୀଲିଙ୍ଗ —Feminine of M&aline;i̱thiḻa.