ମୈନାକ
ଦେଖଣା
ମୈନାକ
ଉଚ୍ଚାରଣ
[ସମ୍ପାଦନା](ଅନ୍ୟ ସଂନାମ—ହିମବତ୍ ସୁତ, ହିରଣ୍ୟନାଭ, ସୁନାଭ)
ସଂସ୍କୃତ - ବିଶେଷ୍ୟ - (ମେନକା=ହିମାଳୟପତ୍ନୀ+ଅପତ୍ୟାର୍ଥେ. ଅ)
[ସମ୍ପାଦନା]ପର୍ବତରାଜ ହିମାଳୟଙ୍କ ପୁତ୍ରରୂପେ କଳ୍ପିତ ପର୍ବତ— ବିଶେଷ —Name of a fabul ous mountain in the sea betwen India and Ceylon.
[ଦ୍ରଷ୍ଟବ୍ୟ — ମୈନାକ ପର୍ବତ କୁମାରିକା ଅନ୍ତରୂପ ଓ ଲଙ୍କାଦ୍ୱୀପ ମଧ୍ୟରେ ସମୁଦ୍ର ଗର୍ଭରେ ଅବସ୍ଥିତ କଥିତ ଅଛି ଯେ, ଦେବରାଜ ଇନ୍ଦ୍ର ପର୍ବତମାନଙ୍କର ପକ୍ଷଚ୍ଛେଦ କରିବାରୁ ଏ ସମୁଦ୍ରରେ ଲୁଚି ରହିଥିଲେ ଫଳରେ ଏହାଙ୍କର ପକ୍ଷଚ୍ଛେଦ ହୋଇ ପାରିଲା ନାହିଁ ସମୁଦ୍ର ପାରି ହେବାବେଳେ ହନୁମାନଙ୍କୁ ଆଶ୍ରୟ ଦେବାପାଇଁ ସମୁଦ୍ର ମୈନାନକୁ ଆଦେଶ ଦେଇଥିଲେ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ରଣପୁର ରାଜଧାନୀ ନିକଟବର୍ତ୍ତୀ ବିଶାଳ ପର୍ବତ —୧. A large mountain near Raṇapur the capital of the Raṇapur Oriya state.
[ଉ— ଫଣାଧରାକୃତି ମୈନାକ ଶିଖରୀ ଯା ଶିରେ ବସନ୍ତି ରଣପୁରେଶ୍ୱରୀ ରାଧାନାଥ, ଚିଲିକା]
- ୨. ହିମାଳୟର ଉଚ୍ଚଶୃଙ୍ଗ ବିଶେଷ (ହିନ୍ଦୀ - ଶ) — ୨. Name of a high peak of the Himālayas.