Jump to content

ମୈରେୟ

ଉଇକିଅଭିଧାନ‌ରୁ

ମୈରେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ମିରା ମିଶର ଦେଶର ପ୍ରାଚୀନ ନଗରବିଶେଷ ଜାତାର୍ଥେ ଏୟ; କିମ୍ୱା ମାଇ=କାମ+ଜନନାର୍ଥେ. ଏୟ ନିପାତନ) ===

୧. ମିଶର ଦେଶଜ ମଦ୍ୟ ବିଶେଷ — ୧. A kkind of wine distilled from the blossom of Lythrum Fruticosum.

[ଦ୍ରଷ୍ଟବ୍ୟ —ଏହା ଧାଇ ଫୁଲ, ଗୁଡ଼, ଚାଉଳ, କାଞ୍ଜି, ଦାରୁଚିନି, ତେଜପକ୍ଷ, ଅଳାଉଇଚ, ନାଗେଶ୍ୱର, ଜିରା, ମରିଚ, ଶୁଣ୍ଠି ଓ ବଣମୁଗଦ୍ୱାରା ପ୍ରସ୍ତୁତ]

୨. ମଦ; ଶରାପ— (ହିନ୍ଦୀ - ଶ) —୨. Wine.
୩. ମଧୁ ମିଶ୍ରିତ ମଦ୍ୟ ଓ ଆସବ (ହିନ୍ଦୀ - ଶ) —୩. Wine mixed with honey.