ମୈସ୍ମର
ଦେଖଣା
ମୈସ୍ମର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୈସ୍ମର
|
(ମେସ୍ମର ତତ୍ତ୍ୱ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ; ଇଂରାଜୀ - ମ୍ସ୍ମେରିଜିମ୍)
[ସମ୍ପାଦନା]ମେସ୍ମେରିଜ୍ମ୍; ଯେଉଁ ମନ୍ତ୍ରଶକ୍ତି, ଇଛାଶକ୍ତି ବା କୌଶଳଦ୍ୱାରା ଅନ୍ୟବ୍ୟକ୍ତିର ଶରୀରକୁ ଓ ମନକୁ ଆଜ୍ଞାଧୀନ କରାଯାଏ —Mesmerism.