Jump to content

ମୋକ୍ତା

ଉଇକିଅଭିଧାନ‌ରୁ

ମୋକ୍ତା

ଉଚ୍ଚାରଣ

[ସମ୍ପାଦନା]
(ମୋକ୍ତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ମୁଚ୍ ଧାତୁ+କର୍ତ୍ତୃ. ତ ୧ମା. ୧ବ)

[ସମ୍ପାଦନା]

ମୋଚନକାରୀ (ବ୍ୟକ୍ତି) —Delivering

ବିଶେଷ୍ୟ -

[ସମ୍ପାଦନା]

ତ୍ରାଣକର୍ତ୍ତା —Liberator; deliverer