ମୋକ୍ଷଣ
ଦେଖଣା
ମୋକ୍ଷଣ
ଉଚ୍ଚାରଣ
[ସମ୍ପାଦନା]ମୋକ୍ଷଣୀୟ, ମୋକ୍ଷିତବିଣ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମୋକ୍ଷ୍ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ମୋଚନ; ମୁକ୍ତିଦାନ; ଉଦ୍ଧାର କରିବା —୧. Liberating.
- ୨. ବନ୍ଧନରୁ ମୁକୁଳେଇବା; ଉନ୍ମୋଚନ — ୨. Setting free.
- ୩. ବୃଥା ବ୍ୟୟ କରିବା; ଧନ ଉଡ଼ାଇବା —୩. Squandering.
- ୪. ମରଣ —୪. Death
- ୫. ନିଃଶାସନ —୫. Descharging.
- ୬. କ୍ଷେପଣ —୬. Throwing out.