Jump to content

ମୋକ୍ଷୋପାୟ

ଉଇକିଅଭିଧାନ‌ରୁ

ମୋକ୍ଷୋପାୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୬ଷଷ୍ଠୀ ତତ୍) ମୋକ୍ଷଲାଭ କରିବାର ଉପାୟ (ଯ଼ଥା—ତପଃ, ଶମ, ଦମ, ଯୋଗ, ଜ୍ଞାନାଦି) —୧. Means of attaining salvation.
୨. (ବହୁବ୍ରିହୀ) ମୁନି; ଋଷି; ତପସ୍ୱୀ —୨. A sage, a saint.