Jump to content

ମୋଗଲ୍

ଉଇକିଅଭିଧାନ‌ରୁ

ମୋଗଲ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବାଦେଶଜ - ବିଶେଷ୍ୟ - (ଫାରାସୀ - ମୁଗଲ୍=ମଙ୍ଗୋଲିୟା ଅଧିବାସୀ)

[ସମ୍ପାଦନା]

ମୁସଲମାନ୍ ଡ଼ାକିର ଗୋଟିଏ ଶାଖା —The Moghals; a Mahomedan race who invaded India and established empire in India.

(ଉ— ଏ ତ ରାଜପୁତ ରୋହିଲା ମୋଗଲ ବଘେଲ ଚୁହାଣ ପଠାଣ ଗଡ଼କୁ ବୋଲି ପଶି ଝାସିଯିବା ଯେ, ଜଳି ଲଘିଂବେ କେହି ପୁଣ—ବ୍ରଜନାଥ. ସମତରଙ୍ଗ)

[ଦ୍ରଷ୍ଟବ୍ୟ —ହିନ୍ଦୁ ମାନେ ଅର୍ଯ୍ୟଜାତୀୟ, ମୋଗଲମାନେ ମଙ୍ଗୋ— ଲୀୟ ଜାତୀୟ ଏମାନେ ଉତ୍ତରପଶ୍ଚିମ ବାଟେ ଭାରତେ ପ୍ରବେଶ କରିଥିଲେ ପ୍ରଥମେ ବାବର ନାମକ ଜଣେ ମୋଗଲ ସର୍ଦ୍ଦାର ଖ୍ରୀଃ ଷୋଡ଼ଶ ଶତାଦ୍ଦୀରେ ଭାରତକୁ ଅକ୍ରମଣ କରିଥିଲେ ଓ କ୍ରମଶଃ ସମାଟ ଅରଙ୍ଗଜେବଙ୍କ ପର୍ଯ୍ୟନ୍ତ ୭ ଜଣ ସମ୍ରାଟ ସପ୍ତଦଶ ଶତାଦ୍ଦୀ ଶେଷ ପର୍ଯ୍ୟନ୍ତ ରାଜସ୍ୱ କରି ଭାରତରେ ସମ୍ରାଜ୍ୟ ବିସ୍ତାର କରିଥିଲେ ତାଙ୍କ ପରେ ମୋଗର ସମ୍ରାଜ୍ୟ କ୍ରମଶଃ ଧ୍ୱଂସ ପ୍ରାପ୍ତ ହେଲା ଓ ତତ୍ପରେ ୨୩ ଗୋଟି ମୋଗଲ ବଂଶଧର ନାମମାତ୍ର ଗୋଦିରେ ବସି— ଥିଲା ମୋଗଲ ସମ୍ରାଟମାନଙ୍କ ମଧ୍ୟରେ ଆକବର ପ୍ରଧାନ ଥିଲେ (୧୫୫୬: —୧୬୫: ) ଓ ଏମାନଙ୍କର ରାଜଧାନୀ ଦିଲ୍ଲୀରେ ଥିଲା ଏହିମାନହ୍କ ଅନ୍ତେ ଇଂରାଜମାନେ ପ୍ରଥମେ ସନନ୍ଦଦ୍ୱାରା ଓ ପରେ ବାହୁବଳ ଏବଂ ଭାରତୀୟ ସୈନ୍ୟଙ୍କ ସାହାଯ୍ୟରେ ଭାରତରେ ସମ୍ରାଜ୍ୟ ସ୍ଥାପନ କଲେ]