ମୋଗଲ ବନ୍ଦି
ଦେଖଣା
ମୋଗଲ ବନ୍ଦି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ଆକବରଙ୍କ ପ୍ରଧାନ ସେନାପତି ଟୋଡର ମଲ୍ଲଙ୍କଦ୍ୱାରା ମୋଗଲମାନଙ୍କର ଖାନ୍ ଶାସନକୁ ଆସିଥିବା ଓଡ଼ିଶାର ସମୁଦ୍ର ଉପକୂଳସ୍ଥ (କଟକ, ପୁରୀ ଓ ବାଲେଶ୍ୱର) ଜିଲ୍ଲାମାନ —The three British destricts of Orissa (Cuttack, Puri and Balasore) along the sea coast which was formerly under the direct administration of the Moghal emperors.
[ଦ୍ରଷ୍ଟବ୍ୟ —କଥିତ ଅଛି ଯଏ ଆକବରଙ୍କ ସେନାପତି ଟୋଡର ମଲ୍ଲ ୧୫୮: ସାଲରେ ଓଡ଼ିଶା ଅଧିକାର କରି ସାମନ୍ତ ଓ ସେବକ ରାଜାମାନଙ୍କ ଶାସିତ ରାଜ୍ୟକୁ ଗଡ଼ଜାତ, ଓ ମୋଗଲ ଶାସିତ ଖାସମାହାଲମାନଙ୍କୁ ମୋଗଲବନ୍ଦି ନାମ ଦେଲେ
ମୋଗଲବନ୍ଦିର ପଶ୍ଚିମରେ ଥିବା ପାର୍ବତ୍ୟ ଗଡ଼ଜାତ ରାଜ୍ୟ— ମାନ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଦେଶୀୟ ରାଜାମାନଙ୍କଦ୍ୱାରା ଶାସିତ ହେଉଅଛି ଓ ଉକ୍ତ ରାଜାମାନେ ଏ ପର୍ଯ୍ୟନ୍ତ ଇଂରାଜ ଗଭର୍ଣ୍ଣମେଣ୍ଟଙ୍କୁ ପେଶ୍ କଶ ଦେଉଅଛନ୍ତି]