ମୋଗଲ ମାରି
ଦେଖଣା
ମୋଗଲ ମାରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ନିକଟସ୍ଥ ପ୍ରାଚୀନ ଯୁଦ୍ଧକ୍ଷେତ୍ର ବିଶେଷ — The name of an old battle field near Jaḻeṡwar in the district of Balasore.
[ଦ୍ରଷ୍ଟବ୍ୟ —ଏଠାରେ ମୋଗଲବିଦ୍ରୋହୀ ଓଡ଼ିଶାରେ ଶାସନକର୍ତ୍ତା ଦାଉଦ୍ ଆକବରଙ୍କ ସେନାପତି ଟୋଡରମଲ୍ଲଙ୍କଦ୍ୱାରା
ପରାଜିତ ହୋଇ ମୋଗଲଙ୍କ କଶ୍ୟତା ସ୍ୱୀକାର କଲେ ଓ ପରେ ଓଡ଼ିଶାର ଶାମନକର୍ତ୍ତା ରୂପେ ନିଯୁକ୍ତ ହେଲେ]