ମୋଘ
ଦେଖଣା
ମୋଘ
ଉଚ୍ଚାରଣ
[ସମ୍ପାଦନା](ଅମୋଘ—ବିପରୀତ)
[ମୋଘା(ତ୍ୱ)—ବି]
ସଂସ୍କୃତ - ବିଶେଷଣ - (ମୁହ୍ ଧାତୁ=ମୁଗ୍ଧ ହେବା, ନିର୍ବୋଧ ହେବା+ କର୍ତ୍ତୃ.ଅ)
[ସମ୍ପାଦନା]- ୧. ବ୍ୟର୍ଥ; ବିଫଳ; ନିରର୍ଥକ —୧. Vain; fruitless; ineffectual.
- ୨. ବିହୀନ; ବିରହିତ —୨. Void; destitute of.
- ୩. ପରିତ୍ୟକ୍ତ — ୩. Abandoned.
ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରାଚୀର —୧. A compound wall.
- ୨. ବାଡ଼ —୨. A fence; hedge.