Jump to content

ମୋଘାଶ

ଉଇକିଅଭିଧାନ‌ରୁ

ମୋଘାଶ

ଉଚ୍ଚାରଣ

[ସମ୍ପାଦନା]
(ମୋଘାଶ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରିହୀ)

[ସମ୍ପାଦନା]
୧. ବୃଥା ଆଶା ପୋଷଣକାରୀ —୧. Indulging in vain hopes.
୨. ଯାହାର ଆଶା ବିଫଳ ହୋଇଅଛି — ୨. Frustracted in one's hoppes.