ମୋଚ
ଦେଖଣା
ମୋଚ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୁଚ୍ ଧାତୁ= ତ୍ୟାଗ କରିବା+କର୍ମ. ଅ)
[ସମ୍ପାଦନା]- ୧. କଦଳୀ ଫଳ —୧. Plantain (fruit)
- ୨. ଶୋଭାଞ୍ଜଳ ବୃକ୍ଷ; ଶଜନା ଗଛ —୨. The moringa tree; Moringa Pterygosperma.
- ୩. ଶିମିଳି ଗଛ(ହିନ୍ଦୀ - ଶ) —୩. The silk-cotton tree.
- ୪. ପାଟଳି ଗଛ (ହିନ୍ଦୀ - ଶ) —୪. Schrebra. Swientenioides (tree).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମୋଛ (ଦେଖ) - —Mochha (See)
[ଉ—ବାଣାସନେ ତତ୍ପର, ପୁରୋଇ. ଥୋଇ ଶର, ମୋଚ ଅଉଁସୁଛନ୍ତି ଯେ ଭଞ୍ଜ. ବୈଦେହିଶବିଳାଶ]