ମୋଚକ
ଦେଖଣା
ମୋଚକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ମୁଚ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ମୁକ୍ତିଦାତା; ତ୍ରାଣକର୍ତ୍ତା —୧. Liberating; delivering.
- ୨. (+ କର୍ମ.ତ) ବିଷୟ କାମନାର ମୁକ୍ତ; ବୈରାଗ୍ୟ ଯୁକ୍ତ —୨. Freed from worldy bonds.
ବିଶେଷ୍ୟ -
[ସମ୍ପାଦନା]- ୧. ମୋକ୍ଷ —୧. Final liberation.
- ୨. କଦଳୀ ଗଛ —୨. The plantian tree; Musa. Sapientum.
- ୩. ଶଜନା ଗଛ —୩. The moringa tree.
- ୪. ଘଣ୍ଟା ପାଟଳୀ ଗଛ — ୪. Schrebra Swientenioides; Chelonioides.
- ୫. ଶିମିଳି ଗଛ —୫. The silk-cotton tree.