ମୋଚନ
ଦେଖଣା
ମୋଚନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମୁଚ୍ ଧାତୁ=ତ୍ୟାଗ କରିବା; ମୁକ୍ତି ଦେବା+ଭାବ. ଅନ)
[ସମ୍ପାଦନା]- ୧. ମୁକ୍ତ କରିବା; ମୁକୁଳାଇବା — ୧. Delivering; liberating; emancipating setting free.
- ୨. ମୁକ୍ତି; ମୋକ୍ଷ —୨. Deliverance.
- ୩. (+ କର୍ମ. ଅନ) କଳ୍ପନ; କାଣ୍ଟି —୩. The sediment left at the bottom. of a pot of ghee or oil.
- ୪. ମଇଳା —୪. Dirt; filth.
- ୫. ଅହଂକାର —୫. Pride.
- ୬. ଦମ୍ଭ; ଦାମ୍ଭିକତା —୬. Arrogance; effrontery.
- ୭. ଶାଠ୍ୟ — ୭. Craftiness.
- ୮. ବନ୍ଦୀକୁ ବନ୍ଧନରୁ ଖଲାସ ଦେବା —୮. Discharging or setting free a prisoner.
- ୯. ଋଣରୁ ମୁକ୍ତି —୯. Discharge of a debt; liquidation of a debt.
- ୧. ଋଣରୁ ମୁକ୍ତ ଦେବା —୧୦. Absolving a person from a debt.
- ୧୧. ବିପଦରୁ ଉଦ୍ଧାର କରିବା — ୧୧. Delivering from a calamity.
- ୧୨. ପୋଛିଦେବା —୧୨. Wiping off.
- ୧୩. ମାର୍ଜନ କରଣ; ସଫା କରିବା —୧୩. Cleansing.
- ୧୪. ତ୍ୟାଗ କରିବା; ଛାଡ଼ିବା —୧୪. Abandoing.
- ୧୫. ଦୋଷ କ୍ଷମା ଦେବା; ଦୋଷ ମାର୍ଜନା କରିବା —
୧୫. Forgiving of fault.
- ୧୬. ମୁକୁଳା କରିବା; ଫିଟାଇବା —୧୬. Letting losse; loosening.
- ୧୭. ଦୂରୀକରଣ (ଯଥା—ପାପମୋଚନ) — ୧୭. Removal.