Jump to content

ମୋଚା

ଉଇକିଅଭିଧାନ‌ରୁ

ମୋଚା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୁଚ୍ ଧାତୁ+କର୍ତ୍ତୃ. ଅ+ଆ)

[ସମ୍ପାଦନା]
୧. ଶାଳ୍ମଳୀବା ଶିମିଳି ଗଛ —୧. The silk cotton tree; Bombax Heptaphyllum.
୨. ନୀଳୀବୃକ୍ଷ; ବା କଦଳୀ ଗଛ —୩. Plantain plant.

ଦେଶଜ - ବିଶେଷଣ -

[ସମ୍ପାଦନା]

ଲୋଚା; ସଙ୍କୁଚିତ —Contracted.