Jump to content

ମୋଚି ପାଣି

ଉଇକିଅଭିଧାନ‌ରୁ

ମୋଚି ପାଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯୋତା, ଚମଡ଼ା, ବିଷ୍ଠା ଆଦି ଗୋଳାଇ ପ୍ରସ୍ତୁତ କରାଯିବା ଦୁର୍ଗନ୍ଧ ପାଣି —Shoes, leather bits and night soil mixed in water.

[ଦ୍ରଷ୍ଟବ୍ୟ —ଏେହା ଦୁଷ୍ଟ ବ୍ୟକ୍ତିଙ୍କ ମୁହଁରେ ଦଣ୍ଡ ସ୍ୱରୁପ ଢଳାଯାଏ ଓ ଯେଉଁ ବ୍ୟକ୍ତି ଗୁଣୀ ଗୋରଡ଼ୀ ଆଦି କରି ଲୋକଙ୍କର ଅନିଷ୍ଟ କରୁଥାଏ, ତାକୁ ଧରି ତା ମୁହଁରେ ଏହି ମୋଚି ପାଣି ଢ଼ାଳିଲେ ତାହାର କରାମତ୍ ଲୁପ୍ତ ହୋଇ ଯାଏ ବୋଲି ଲୋକ ବିଶ୍ୱସ ଅଛି]