ମୋଚ ନିର୍ଯ୍ୟାସ
ଦେଖଣା
ମୋଚ ନିର୍ଯ୍ୟାସ
ଉଚ୍ଚାରଣ
[ସମ୍ପାଦନା][ଅନ୍ୟ ସଂସ୍କୃତ - ନାମ—ପିଛିଳସାର. ଶାଳଳୀବେଷ୍ଟ, ସୁରସ
ମୋଚରସ, ମୋଚସାର, ମୋଚ(ଚା)ସ୍ରାବ, ମୋଚସ୍ରୁ, ମୋଚାକ, ମୋଚାହଅନ୍ୟରୂପ
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୋଚ=ଶିମିଳି+ନିର୍ଯ୍ୟାସ; ୬ଷଷ୍ଠୀ ତତ୍)
[ସମ୍ପାଦନା]ଶିମିଳି ଗଛର ଅଠା —The gum of the silk- cotton tree.
[ଦ୍ରଷ୍ଟବ୍ୟ —ଏହା ଔଷଧରେ ବ୍ୟବହୃତ ହୁଏ ଏହା ଶୀତବୀର୍ଯ୍ୟ, ଧାରକ, ଶୁକ୍ରବର୍ଦ୍ଧକ ଓ ବଷାୟ ରସ ଏବା ପ୍ରବାହିକା, ଅତିସାର, ଅମଦୋଷ, କଫ, ପିତ୍ତ, ରକ୍ତଦୃଷ୍ଟି ଓ ଦାହାନାଶକ]