ମୋଟକ
ଦେଖଣା
ମୋଟକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୁଟ୍ ଧାତୁ=ଚୂର୍ଣ୍ଣ କରିବା, ଭାଙ୍ଗିବା+କର୍ମ. ଅକ)
[ସମ୍ପାଦନା]- ୧. ମୋଡ଼ା; ଶ୍ରାଦ୍ଧ ଓ ତର୍ପଣରେ ବ୍ୟବହୃତ ମଝିରୁ ଭଙ୍ଗା ହୋଇ ମୋଡ଼ା ହୋଇଥିବା କୁଶଦ୍ୱୟ —୧. A pair of Kuṡa grass folded in the milddle and twisted to a V shape used to represent the ancestors in Ṡrāddha and oblations to the manse.
- ୨. କୁଶବଟୁ; ଭଗ୍ନକୁଶର ଅଙ୍ଗୁରୀୟ —୨. A finger ring made by doubling and twisting the kuṡa grass.